1. ପିତାମାତାଙ୍କ ସହିତ ସମ୍ପର୍କ ସ୍ଥାପନ

Page 1

ପିତାମାତାଙ୍କ ସହିତ ସମ୍ପର୍କ ସ୍ଥାପନ

ଶ୍ରୀ ସତୟ ସାଇ ସସବା ସଂଗଠନ, ଓଡ଼ିଶା


ପିତାମାତାଙ୍କ ସହିତ ସମ୍ପର୍କ ସ୍ଥାପନ ନିମସେ ବିଭିନ୍ନ ଉପାୟମାନ ଅଗଷ୍ଟ ମାସ (ତା ୧୪ ଏବଂ ୧୫ ରିଖ) ୨୦୨୧, ଦୁ ଇ ଦିନ ଧରି ଅନୁ ଷ୍ଠତ ି ସହାଇଥିବା ରାଜ୍ୟ ସ୍ତରୀୟ ଆସ ାଚନାର ସାରାଂଶ ଏହି ପୁସ୍ତର୍ସର ପ୍ରଦାନ ର୍ରାଯାଇଛି ।


ପିତାମାତାଙ୍କ ସହିତ ସମ୍ପର୍କ ସ୍ଥାପନ

ଭଗବାନଙ୍କ ପାଦ ପଦମସର ବିନମ୍ର ଭକ୍ତି ଅର୍ଘକୟ


ପିତାମାତାଙ୍କ ସହିତ ସମ୍ପର୍କ ସ୍ଥାପନ

ପିତାମାତାଙ୍କ ସହିତ ସମ୍ପର୍କ ଏବଂ ସହସଯାଗର ଆବଶୟର୍ତାର୍ୁ ବୁ ଝାଇବାର୍ୁ ଯାଇ ଭଗବାନ ବାବା ର୍ହିଛେି : “ସର୍ବଳ ପି ାମାନଙ୍କୁ ଭଗବତ ଅଭିମୁଖୀ ମାଗକସର ଚଳାଇବା ନୁ ସହେଁ, ମାତ୍ର

ପିତାମାତାଙ୍କୁ ମଧ୍ୟ ଉପସଦଶ ସଦବା ଓ ସାହାଯୟ ର୍ରିବା ଗୁରୁମାନଙ୍କର ର୍ର୍ତ୍କବୟ ମାତାପିତା ମାନଙ୍କୁ ଉପସଦଶ ସଦବାର ଅଧିର୍ାର ଅଜ୍କନ ର୍ରିବା ପାଇେଁ ବାଳବିର୍ାଶ ଗୁରୁମାସନ ପ୍ରଥସମ ସସମାନଙ୍କର ନିଜ୍ ର୍ଘର ଠିର୍ ଅଛି ସବା ି ସୁନଶ୍ଚ ି ି ତ ର୍ରିବା ଦରର୍ାର । ଗୁରୁମାସନ ମାତାପିତାଙ୍କୁ ର୍ହିବା ଉଚିତ୍ ସଯ, ବାଳବିର୍ାଶସର ପି ା ର୍’ଣ ଶିଖଛ ୁ ି ତାହା ସସମାସନ ଜ୍ାଣିବା ଦରର୍ାର । ତାସହସ ସସମାନଙ୍କର ଆଚରଣ ଓ ଉପସଦଶ ପି ାର ମନସର ଗୁରୁମାସନ ଯାହା ଶିକ୍ଷା ସଦଉଛେି ସସ ସମବନ୍ଧସର ସର୍ୌଣସି ଦ୍ଵନ୍ଦ ସୃ ଷ୍ଠୀ ର୍ରିବ ନାହିଁ । ଉର୍ତ୍ମ ମୂ ୟସବାଧର ଉନମୀଳନ ଏବଂ ପରିବାର ମଧ୍ୟସର ଅନୁ ର୍ୂଳ ବାତାବରଣ ସୃ ଷ୍ଟି ର୍ରିବା ସର୍ାସଶ ମାତା ପିତାଙ୍କର ମହତ୍ତ୍ଵ ପୂଣକ ଭୂମିର୍ା ଅଛି ସବା ି ସସମାନଙ୍କୁ ବୁ ଝାଇବା ଦରର୍ାର । ” -ଭଗବାନ ଶ୍ରୀ ସତୟ ସାଇ ବାବା ବାଳବିର୍ାଶ ପାଇେଁ ଦିବୟ ନିସଦକଶାବଳୀରୁ ଉଦ୍ଧୃତ

i


ଭଗବାନ ବାବାଙ୍କ ଏହି ଉପସଦଶର୍ୁ ପାସଥୟ ର୍ରି ପି ାମାନଙ୍କର ପିତାମାତାଙ୍କ ସହିତ ସୁସମ୍ପର୍କ ସ୍ଥାପନ ନିତାେ ଆବଶୟର୍, ଯାହାଦ୍ଵାରା ଏର୍ ଆଦଶକ ବାଳବିର୍ାଶ ସର୍ନ୍ଦ୍ର ଗଠନ ସହାଇପାରିବ । ସସଥିପାଇେଁ ପିତାମାତାଙ୍କ ସହିତ ସମ୍ପର୍କ ବିଭିନ୍ନ ଉପାୟସର ସ୍ଥାପନ ର୍ରାଯାଇ ପାରିବ । ସସଗୁଡର୍ ି ସହ ା : 1.ପିତାମାତାଙ୍କ ସହ ସାକ୍ଷାତ (Parents Contact) 2.ଅଭିଭାବର୍ ସମାସବଶ ( Parents Meet) 3.ପିତାମାତାଙ୍କ ନିମସେ ସସଚତନତା(ParentsAwareness) 4.ପିତାମାତାଙ୍କ ନିମସେ ପାଠଚକ୍ର (Parents Study Circle) 5.ସଫଳ ଅଭିଭାବର୍ତ୍ୱ (Dynamic Parenting) 6.ପିତାମାତାମାନଙ୍କୁ ସମ୍ପୃ କ୍ତି ର୍ରାଇବା (Parents Involvement)

ଅଭିଭାବର୍ ସମାସବଶ (Parents Meet) ବାଳବିକାଶକୁ ଆସୁଥିବା ପିଲାମାନଙ୍କର ପିତାମାତା ମାନଙ୍କୁ ବର୍ଷକୁ (୧ଥର/୨ଥର) ଉକ୍ତ କାର୍ଯଷୟକ୍ରମକୁ ନିମନ୍ତ୍ରଣ କରି ଆଲଲାଚନା କରିବା ଦରକାର। ର୍ାରଣ :

“ଗୃହ ମଧ୍ୟ ଶିଶୁର ବୟବହାରଲର ଘଟୁ ଥିବା ପରିବର୍ତ୍ଷନ ଅନୁ ଭବ କରିବା ଦରକାର । ପିତାମାତା ମାନଙ୍କୁ ଏକତ୍ରିତ କରି, ଶିଶୁମାନଙ୍କର କିପରି ର୍ଯତ୍ନ ନିଆର୍ଯାଏ, ପାରିବାରିକ ଜୀବନ ଓ ସାମାଜିକ ଜୀବନର ଉଚ୍ଚତର ଆଦଶଷ ଲର୍ଯ କିଛ ି ଅଛି, ଲସ ବିର୍ୟଲର ତାଙ୍କୁ ସଲଚତନ କରାଅ । ” -ଦିବୟ ସମ୍ଭାଷଣ ୧୦ମ, ୨୦୭ ଏବଂ ୨୦୮ପୃ ଷ୍ଠା

ii


ଅନୟ ଏର୍ ପ୍ରସଙ୍ଗସର ବାବା ଉଦସବାଧନ ସଦଇ ର୍ହିଛେି :

“ଗୃହର ବାତାବରଣ ଏଭଳି ଲହବା ଦରକାର ଲର୍ଯପରିକି ଆଧ୍ୟାତ୍ମିକ ଶିକ୍ଷା ଲକନ୍ଦ୍ରଲର ଦିଆର୍ଯାଉଥିବା ଶିକ୍ଷା ଘଲର ମଧ୍ୟ ପାଳନ କରର୍ଯାଇପାରୁଥିବା । ଏହି କାର୍ଯଷୟକ୍ରମକୁ ପ୍ରଭାବଶାଳୀ କରିବା ପାଇଁ ପିତାମାତାଙ୍କ ସହଲର୍ଯାଗ ଓ ଉଦ୍ଦିପନା ଅତି ଗୁରୁତ୍ତ୍ଵପୂଣଷ । ଲର୍ଯଉଁ ପିଲାମାନଙ୍କର ପିତାମାତା ଏହି କାର୍ଯଷୟଲର ସକ୍ରିୟ ଭାବଲର ଜଡିତ ଲସ ପିଲାମାନଙ୍କଠାଲର ଲକ୍ଷ କରାର୍ଯାଉଥିବା ପାଥଷକୟ ଭିନ୍ନ ପ୍ରକାରର । ପିତାମାତା ମାନଙ୍କୁ ଅରମ୍ଭରୁ ଏହି କାର୍ଯଷୟକ୍ରମ ସହିତ ଜଡିତ କରାଇ, ପିଲାଙ୍କର ଅେନିହତ ି ଶକ୍ତି ର ବିର୍ାଶ ପାଇେଁ ବୟବହାର ର୍ରାଯାଉଥିବା ବିଭିନ୍ନ ସର୍ୌଶଳର ନମୁନା ସଦଖାଇ, ପିତାମାତାଙ୍କୁ ଏଥିପାଇଁ ଆଗ୍ରହୀ କରିବା ଉଚିତ୍ । ପିଲାମାଲନ ତାଙ୍କ ପିତାମାତାଙ୍କୁ ଲକ୍ଷୟ ଓ ଅନୁ କରଣ କରି ବହୁ ଶିକ୍ଷା ଆହରଣ କରନ୍ତି । ଏ ଦୃ ଷ୍ଟର ି ୁ ପିତାମାତାଙ୍କ ଆଚରଣ ଓ ତାଙ୍କ ପ୍ରଦଶିତ ଉଦାହରଣ ଶିଶୁମନଲର ଆଦଶଷ ଲରାପଣ କରିବା ପାଇଁ ଲର୍ଯାଗୟ ଲହବା ନିତାନ୍ତ ପ୍ରଲୟାଜନ ।" ପି ାମାନଙ୍କର ଅେନିହତ ି ଶକ୍ତି ର ବିର୍ାଶ ନିମସେ ବୟବହାର ର୍ରାଯାଉଥିବା ବିଭିନ୍ନ ସର୍ୌଶଳ ଗୁଡର୍ ି ସହ ା :ଭଜନ, ଲବଦ ଏବଂ ଲଳାକ ଆବୃ ର୍ତ୍ି ଶିକ୍ଷା, ସାମୁହକ ି ଗାନ, ଭକ୍ତିମଳ ୂ କ ସଙ୍ଗୀତ, ମହାପୁରୁର୍ ମାନଙ୍କ ଜୀବନୀରୁ ଦୃ ଷ୍ଟାନ୍ତ ମୂଳକ ଘଟଣା ବଣଷନା, ଇତୟାଦି । ଏହା ଦ୍ୱାରା ପିଲାଟି ଜନମ ଲବଲଳ ଲର୍ଯଉଁ ଦିବୟ ଗୁଣ ଗୁଡକ ି ଧାରଣ କରି ଧରା ପୃଷ୍ଟକୁ ଆସିଥିଲା ତାକୁ ଅଧିକ ଉଜ୍ଵଳ କରି ଗଢି ଲତାଳିବାର ଦାୟିତ୍ଵ ନିବଷାହ କରିବା ।

ଏହି କାର୍ଯଷୟକ୍ରମର ନାମ “ପିତାମାତାଙ୍କ ସହ ସତସଙ୍ଗ” ରଖାର୍ଯାଇପାରିବ । ଏହି କାର୍ଯଷୟକ୍ରମ କିପରି ଭାଲବ କରିଲବ ତାହା ପରବର୍ତ୍ଷୀ ପୃଷ୍ଠାଲର ଦିଆ ର୍ଯାଇଅଛି ।

iii


ସମୟ - 2:30ମିନଟ ି (Maximum) • ଓେଁ ର୍ାରମ, ସବଦ ଆବୃ ର୍ତ୍ି ଓ ଭଜ୍ନ

-୧୫ ମିନଟ ି

• ସ୍ଵାଗତ ସମ୍ଭାଷଣ

-୫ ମିନଟ ି

• ପ୍ରଦଶକନୀ ଉଦର୍ଘାଟନ

-୧୫ ମିନଟ ି

• ଅଭିଭାବର୍ ମାନଙ୍କର ପରିଚୟ ପ୍ରଦାନ -୫ - ୧୦ ମିନଟ ି (Optional)

• ବାଳବିର୍ାଶର ଆବଶୟର୍ତା, ଉସଦ୍ଧଶୟ ଓ ପରିଚାଳନା -୧୫ ମିନଟ ି (ସାଂପ୍ରତିର୍ ପରିସ୍ଥତିର୍ୁ କ୍ଷୟ ର୍ରି ଆସ ାଚନା ର୍ରାଯିବା ଦରର୍ାର) • ବାଳବିର୍ାଶ ପି ାମାନଙ୍କ ଦ୍ଵାରା ସାଂସ୍କୃତର୍ ି ର୍ାଯକୟକ୍ରମ i.

-୩୦ ମିନଟ ି

ସଳାର୍ପାଠ

ii. ପାଠୟକ୍ରମ ଆଧାରିତ ନାଟର୍ ଆଦି

iii. ଦୁ ଇ ଜ୍ଣ ପୁରାତନ ଛାତ୍ର/ଛାତ୍ରୀଙ୍କର ଅନୁ ଭୂତି ଇତୟାଦି) • ପୁରସ୍କାର ବିତରଣ

-୧୦ ମିନଟ ି (Optional)

• ପିତାମାତାଙ୍କ ସହ ଆସ ାଚନା

-୫୦ ମିନଟ ି

(ଆସ ାଚନା ସମୟସର ପି ାମାସନ ସସଠାସର ନରହିବା ଦରର୍ାର । ଅନୟତ୍ର ସସମାନଙ୍କ ପାଇେଁ ସଖଳ, ର୍ୁ ଇଜ୍, ପ୍ରଦଶକନୀ ଭ୍ରମଣର ଆସୟାଜ୍ନ ର୍ରାଯିବା ଦରର୍ାର) (ପି ାମାନଙ୍କର ସମସୟା, ପିତାମାତା ଏବଂ ପି ାମାନଙ୍କର ଭୂମିର୍ା ଇତୟାଦି ଆସ ାଚନା (interaction) ମାଧ୍ୟମସର ସହବା ଦରର୍ାର । • ଧନୟବାଦ ଅପକଣ

- ୦୨ ମିନଟ ି (Optional)

• ଓଁ ଶାେି ଶାେି ଶାେି​ିଃ

iv


ପିତାମାତାଙ୍କୁ ଅଭିଭାବର୍ ସମାସବଶସର ସଯାଗ ସଦବା ପାଇେଁ ନିମନ୍ତ୍ରଣପତ୍ରର ନମୁନା : ଓେଁ ଶ୍ରୀ ସାଇରାମ ଶ୍ରୀ ସତୟସାଇ ସସବା ସମିତ/ି ଭଜ୍ନ ମଣ୍ଡଳୀ...................... ମହାଶୟ/ମହଶୟା

ସାଇରାମ । ଆଜିର ଶିଶୁ ଆଗାମୀ କାଲି ର ଭବିର୍ୟତ । ଆପଣଙ୍କ ପୁଅ/ଝିଅ ଆମ ବାଳ ବିକାଶ ଲକନ୍ଦ୍ରର ଜଲଣ ଛାତ୍ର/ଛାତ୍ରୀ । ଆମ ସମସ୍ତଙ୍କର ଇଚ୍ଛା ପିଲାମାଲନ ସମାଜଲର ଜଲଣ ଜଲଣ ଉର୍ତ୍ମ ପିଲା ହୁ ଅନ୍ତୁ । ଲସମାନଙ୍କର ଭବିର୍ୟତ କିପରି ଉଜ୍ଵଳମୟ ଲହାଇପାରିବ, ତା’ର ଗୁରୁ ଦାୟତ୍ଵ ଆମ ସମସ୍ତଙ୍କର । ଆପଣ ମାଲନ ଜାଣିଛନ୍ତି ବାଳବିକାଶ କ୍ଳାସ ଜାତି, ଧମଷ,ବଣଷ ନିବଲି ଶର୍ଲର ଶିଶୁଠାଲର ପୂଣଷାଙ୍ଗ ବୟକ୍ତିତ୍ଵର ବିକାଶ ପାଇଁ ଉଦ୍ଦିଷ୍ଟ । ଏହି କାର୍ଯଷୟକ୍ରମର ଧାରା, ପାଠୟ ଖସଡା, ଆବଶୟକତା ଆଦି ଲନଇ ଆପଣଙ୍କ ମନଲର ଅଲନକ ଜିଜ୍ଞାସା ଥାଇପାଲର । ଏହା ବୟତିତ ଆଜିକାଲି ପରିବାର ମଧ୍ୟଲର ପିଲାମାନଙ୍କ ଚାଲିଚଳନ, ବୟବହାରକୁ ଲନଇ ଅଲନକ ସମସୟା, ଦ୍ୱନ୍ଦ ...ଇତୟାଦି ବିଭିନ୍ନ ମାଧ୍ୟମଲର ପ୍ରତିଦନ ି ସମାଜଲର ଲଦଖିବାକୁ ମିଳୁଛ ି । ଏହି ବିର୍ୟଲର ଆଲଲାଚନା କରିବା ପାଇଁ ଆପଣ ମାନଙ୍କ ସହିତ ଏକ କାର୍ଯଷୟକ୍ରମ ଆସନ୍ତା ତା..............ଦିନ...........ଘଟିକା ସମୟଲର .......... ........ ଠାଲର ଆଲୟାଜନ କରାର୍ଯାଇଅଛି । ଆଶା ଆପଣ ଉକ୍ତ ଆଲଲାଚନାଲର ଅଂଶ ଗ୍ରହଣ କରି ସୁଚନ୍ତ ି ତ ି ମତାମତ ପ୍ରଦାନ କରିଲବ । ଆପଣଙ୍କ ସହଲର୍ଯାଗ ପିଲାର ମୂଲୟଲବାଧ ବିକାଶଲର ସହାୟକ ଲହବ ଲବାଲି ଆମର ଆଶା । ଇତି ଆବାହକ

.....................ବାଳବିକାଶ ଲକନ୍ଦ୍ର ଗୁରୁ/ଗୁରୁମା ବୃ ନ୍ଦ

v


ପିତାମାତାଙ୍କ ସହ ସାକ୍ଷାତର୍ାର (Parents Contact) ପ୍ରତି ୬ ମାସଲର ବାଳବିକାଶ ପିଲାମାନଙ୍କର ଆଚରଣକୁ ମୂଲୟାୟନ କରିବା ନିମଲନ୍ତ ଗୁରୁ/ଗୁରୁମା ମାଲନ ପିତାମାତାଙ୍କ ସହିତ ବୟକ୍ତିଗତ ସ୍ତରଲର ଆଲଲାଚନା କରିଥାନ୍ତି । ଗୁରୁ/ଗୁରୁମା ମାଲନ ପିଲାମାନଙ୍କ ଘରକୁ ର୍ଯାଇ, ଲ ାନ ମାଧ୍ୟମଲର କିମବା ଅନୟ ଲକୌଣସି ମାଧ୍ୟମଲର ପିତାମାତାଙ୍କ ସହିତ ଆଲଲାଚନା କରିଲବ । କିନ୍ତୁ ପିଲାର ଘରକୁ ବର୍ଷକୁ ଥଲର ନିଶ୍ଚିତ ଭାବଲର ର୍ଯିବା ଦରକାର । ବାଳବିକାଶ ପିଲାଙ୍କୁ ମୂଲୟାୟାନ କରିବା ସମୟଲର ପିତାମାତାଙ୍କୁ ଲର୍ଯଉଁ ବିର୍ୟ ଗୁଡକ ି ଲର ପ୍ରଶନ କରିଲବ ତାହା “ପଞ୍ଚ ଡ” (5 D) କାର ସହିତ ସମ୍ପୃକ୍ତ ଥିବା ଦରକାର । ଲସହି 5 D ଲହଲା “Devotion (ଭକ୍ତି), Discrimination(ବିଚରଣ ଶକ୍ତି), Discipline (ଶୃଙ୍ଖଳା), Determination(ଦୃ ଢ ସଙ୍କଳ୍ପ) ଏବଂ Duty(କର୍ତ୍ଷବୟ) ।

ସାକ୍ଷାତ ସମୟସର ସର୍ତର୍ ବିଷୟ ପ୍ରତି ଦୃ ଷ୍ଠି ସଦବା ଉଚିତ୍ : • • • •

ବର୍ଷକୁ ଦୁ ଇ ଥର ପିତାମାତାଙ୍କ ସହିତ ସାକ୍ଷାତକାର କରାର୍ଯିବା ଦରକାର । ଦିନ, ତାରିଖ, ସମୟ, ପିତାମାତାଙ୍କ ସୁବଧ ି ା ଅନୁ ସାଲର ସ୍ଥିର କରାର୍ଯିବା ଦରକାର । ର୍ଯିବା ପୂବଷରୁ ଆଉ ଥଲର ତାଙ୍କୁ ମଲନପଲକଇ ଲଦଇ ର୍ଯିବା ଦରକାର । ନିର୍ଦ୍ଷାରିତ ସମଲୟର ଗୁରୁ ର୍ଯାଇ ତାଙ୍କ ଘଲର ପହଞ୍ଚିଲବ । ପିତାମାତାଙ୍କ ସୁବଧ ି ା ଅନୁ ସାଲର ଲସମାନଙ୍କୁ ସାକ୍ଷାତ କରିଲବ ଏବଂ ଲସହି ସମୟଲର ଉଭୟ ପିତାମାତା ଉପସ୍ଥିତ ରହିଲଲ ଆଲଲାଚନା ଳପ୍ରଦ ଲହାଇଥାଏ ପିତାମାତାଙ୍କର ର୍ଯଦି ଲକୌଣସି ବିର୍ୟଲର ଦକ୍ଷତା ଥିବାର ଜାଣିପାରନ୍ତି ତାର ସଦୂ ପଲର୍ଯାଗ କରିବା ପାଇଁ ସୁଲର୍ଯାଗ ହାତଛଡା କରିଲବ ନାହିଁ । କଥାବାର୍ତ୍ଷା ଘଲରାଇ ଏବଂ ଉର୍ତ୍ମ ବାତାବରଣ ମଧ୍ୟଲର ଲହବା ଦରକାର ଲର୍ଯପରି ଏକ ଅଲିଭା ଛାପ ଆଙ୍କି ଲହାଇର୍ଯିବ । (ସାଂପ୍ରତିର୍ ପରିସ୍ଥିତର୍ ି ୁ କ୍ଷୟ ର୍ରି ଆସ ାଚନା ର୍ରାଯିବା ଦରର୍ାର)

vi


ପିତାମାତାଙ୍କ ନିମସେ ସସଚତନତା (Parents Awareness) ଉକ୍ତ ର୍ାଯକୟକ୍ରମର ମୁଖୟ ଉସଦଶୟ ନୂତନ ପିତାମାତାଙ୍କ ମଧ୍ୟସର ବାଳବିର୍ାଶ ପ୍ରତି ଆଗ୍ରହ ସୃ ଷ୍ଟି ର୍ରାଇବା । (ଶିକ୍ଷା ବା ଜ୍ଞାନ ପ୍ରଦାନ ର୍ରିବା ନୁ ସହେଁ) ଏହି ସମାଲବଶଲର ବାଳବିକାଶର ଉଲଦ୍ଦଶୟ, ଲକ୍ଷୟ ସମବନ୍ଧଲର ପିତାମାତାଙ୍କ ମଧ୍ୟଲର ଧାରଣା ପ୍ରଦାନ କରିବା । ବାଳବିକାଶ ପିଲାମାନଙ୍କର ଅନ୍ତନିହତ ି ଶକ୍ତିର ବିକାଶ ନିମଲନ୍ତ ବୟବହାର କରାର୍ଯାଉଥିବା ବିଭିନ୍ନ ଲକୌଶଳ ଗୁଡକ ି ବିର୍ୟଲର ଆଲଲାଚନା କରାର୍ଯିବା ଦରକାର । ବିଭିନ୍ନ ଲକୌଶଳ ଗୁଡକ ି ଲହଲା: ଭଜନ, ଲବଦ ଏବଂ ଲଳାକ ଆବୃ ତ ି ଶିକ୍ଷା, ସାମୁହକ ି ଗାନ, ଭକ୍ତିମଳ ୂ କ ସଙ୍ଗୀତ, ମହାପୁରୁର୍ ମାନଙ୍କ ଜୀବନୀରୁ ଦୃ ଷ୍ଟାନ୍ତ ମୂଳକ ଘଟଣା ବଣଷନା ଇତୟାଦି । ଏଠାସର ପିଲାମାନଙ୍କୁ ମହାପୁରୁର୍ଙ୍କ ଜୀବନୀରୁ ଘଟଣାମାନ କୁ ହାର୍ଯାଏ, ମୂଲୟଲବାଧ ଭିର୍ତ୍କ ି ଲଖଳ ଲଖଳା ର୍ଯାଏ, ବିଭିନ୍ନ କୁ ଇଜ, ଲଳାକ ସମ୍ପକଷଲର ଶିକ୍ଷା ଦିଆର୍ଯାଏ । ର୍ଯାହାଦ୍ୱାରା ପିଲାମାନଙ୍କ ମଧ୍ୟଲର ସୁପ୍ତ ଅବସ୍ଥାଲର ଥିବା ମୂଲୟଲବାଧ ଏବଂ ଉପମୂଲୟଲବାଧର ଉଲେକ ଲହାଇଥାଏ । ପିଲାଟି ଜନମ ଲବଲଳ ଲର୍ଯଉଁ ଦିବୟ ଗୁଣ ଗୁଡକ ି ଧାରଣ କରି ଧରା ପୃଷ୍ଟକୁ ଆସିଥାଏ ତାକୁ ଅଧିକ ଉଜ୍ଵଳ କରି ଗଢି ଲତାଳିବାର ଦାୟିତ୍ଵ ପିତାମାତା ମାଲନ ନିବଷାହ କରିପାରିଲବ । (ଏହି ବିର୍ୟଲର ନୂ ଆ କରି ନିମନ୍ତିତ ଲହାଇଥିବା ପିତାମାତା ମାନଙ୍କୁ ସୂଚନା ପ୍ରଦାନ କରାଇବା) ଏହି ସମାଲବଶ ଶିକ୍ଷା ବର୍ଷ ଆରମ୍ଭରୁ ସମିତ ି କିମବା ଭଜନ ମଣ୍ଡଳି ସ୍ତରଲର ଆଲୟାଜନ କରାର୍ଯିବା ଦରକାର । ମଇ ଏବଂ ଜୁ ନ ମାସ ମଧ୍ୟଲର କରିବା ଭଲ । ଏହି କମଷଶାଳା ଲହବା ପୂବଷରୁ “new student contact Drive” ଲିଷ୍ଟ ପ୍ରସ୍ତୁ ତ କରି, ଲସମାନଙ୍କର ପିତାମାତା ମାନଙ୍କୁ ଉକ୍ତ ସମାଲବଶକୁ ନିମନ୍ତ୍ରଣ କାରିବା ଦରକାର ।

ଏହି କାର୍ଯଷୟକ୍ରମ କିପରି ଭାଲବ କରିଲବ ତାହା ପରବର୍ତ୍ଷୀ ପୃଷ୍ଠାଲର ଦିଆ ର୍ଯାଇଅଛି ।

vii


ପିତାମାତାଙ୍କ ନିମସେ ସସଚତନତା (Parents Awareness) ସମୟ ସାରଣୀ : ୨ ର୍ଘଣ୍ଟା • ଓେଁ ର୍ାରମ, ସବଦ ଆବୃ ର୍ତ୍ି ଓ ଭଜ୍ନ

-୫ ମିନଟ ି

• ସ୍ଵାଗତ ସମ୍ଭାଷଣ

-୫ ମିନଟ ି

• ନୂତନ ଅଭିଭାବର୍ ମାନଙ୍କର ପରିଚୟ ପ୍ରଦାନ - ୫ ରୁ ୧୦ ମିନଟ ି • ବାଳବିର୍ାଶର ଆବଶୟର୍ତା ଓ ଉସଦ୍ଧଶୟ

-୧୫ ମିନଟ ି

(ସାଂପ୍ରତିର୍ ପରିସ୍ତିତର୍ ି ୁ କ୍ଷୟ ର୍ରି ଆସ ାଚନା ର୍ରାଯିବା ଦରର୍ାର) • ୨ ଜ୍ଣ ପୁରାତନ ଛାତ୍ର/ଛାତ୍ରୀଙ୍କର ଅନୁ ଭୂତି

-୧୦ ମିନଟ ି

• ବାଳବିର୍ାଶର ପାଠୟ ଖସଡା ଏବଂ ପିତାମାତା ଓ ଶିଶୁ ଉପସର ଏହାର ପ୍ରଭାବ -୨୦ ମିନଟ ି • ବାଳବିର୍ାଶ ପି ାମାନଙ୍କ ଦ୍ଵାରା ସାଂସ୍କୃତର୍ ି ର୍ାଯକୟକ୍ରମ (ସଳାର୍ପାଠ, ପାଠୟକ୍ରମ ଆଧାରିତ ନାଟର୍ ଆଦି) -୨୦ ମିନଟ ି • ପିତାମାତାଙ୍କର ମତାମତ /ପ୍ରଶନ/ ସସନ୍ଦହ(ବାଳବିର୍ାଶ ସମବନ୍ଧୀୟ) -୨୦ ମିନଟ ି

• ଧନୟବାଦ ଅପକଣ

-୦୨ ମିନଟ ି

• ଓଁ ଶାେି ଶାେି ଶାେି​ିଃ

viii


ନୂତନ ପିତାମାତାଙ୍କୁ ବାଳବିର୍ାଶ ସସଚତନତା ଶିବର ି ସର ସଯାଗସଦବା ପାଇେଁ ନିମନ୍ତ୍ରଣ ପତ୍ରର ନମୁନା : ଓେଁ ଶ୍ରୀ ସାଇରାମ ଶ୍ରୀ ସତୟସାଇ ସସବା ସମିତ/ି ଭଜ୍ନ ମଣ୍ଡଳୀ...................... ମହାଶୟ/ମହଶୟା ସଇରାମ । ଆଜ୍ିର ଶିଶୁ ଆଗାମୀ ର୍ା ି ର ଭବିଷୟତ । ସତଣୁ ପି ାମାନଙ୍କର ଭବିଷୟତ ର୍ିପରି ଉଜ୍ଵଳମୟ ସହାଇପାରିବ, ତା’ର ଗୁରୁ ଦାୟତ୍ୱ ପିତାମାତାଙ୍କର । ସତଣୁ, ପି ାମାନଙ୍କର ସଦୈନନ୍ଦିନ ଚା ି ଚଳନ, ବୟବହାର/ସନୈତର୍ ି ତା ଅଭି ବୃଦ୍ଧି ନିମସେ ପ୍ରସତୟର୍ ରବିବାର ଦିନ ୧ର୍ଘଣ୍ଟା ୧୫ମିନଟ ି ର ଏର୍ ବାଳବିର୍ାଶ ର୍ଲାସ ............. ........ଠାସର ଚା ୁ ଅଛି । ବାଳବିର୍ାଶ କ୍ଳାସ ଜ୍ାତି, ଧମକ, ବଣକ ନିବସି ଶଷସର ଶିଶୁମାନଙ୍କ ଠାସର ପୂଣକାଙ୍ଗ ବୟକ୍ତି ତ୍ୱର ବିର୍ାଶ ପାଇେଁ ଉଦିଷ୍ଟ । ଏହି ର୍ାଯକୟକ୍ରମର ଧାରା, ପାଠୟ ଖସଡା, ଆବଶୟର୍ତା ଆଦି ସନଇ ଆପଣଙ୍କ ମନସର ଅସନର୍ ଜ୍ିଜ୍ଞାସା ଥାଇପାସର । ଏହା ର୍ିପରି ପି ାମାନଙ୍କର ସନୈତର୍ ି ମୂ ୟସବାଧର ଅଭି ବୃଦ୍ଧି ର୍ରିପାରିବ, ସସହି ବିଷୟସର ଆପଣ ମାନଙ୍କୁ ଅବଗତ ର୍ରାଇବା ପାଇେଁ ଏର୍ ର୍ାଯକୟକ୍ରମ ଆସୋ ତା..............ଦିନ...........ର୍ଘଟିର୍ା ସମୟସର ..................ଠାସର ଆସୟାଜ୍ନ ର୍ରାଯାଉଅଛି ।

ଆଶା, ଆପଣଙ୍କ ପରିବାରର ସମସ୍ତ ବୟସଜ୍ୟଷ୍ଠ ବୟକ୍ତି ଏହି ଆସ ାଚନାସର ସଯାଗସଦଇ ଶିଶୁର ବିର୍ାଶସର ଆଧାର ସହସବ । ଆପଣଙ୍କ ସହସଯାଗ ପି ାମାନଙ୍କର ମୂ ୟସବାଧର ବିର୍ାଶସର ସହାୟର୍ ସହବ । ଇତି ଆବାହର୍

ix


ସକ୍ରିୟ ଏବଂ ସଫଳ ଅଭିଭାବର୍ତ୍ୱ DYNAMIC PARENTING ଶିଶୁଟ ି ଜନମ ଲହବା ପଲର, ତା’ର ଉପର୍ଯୁକ୍ତ ଲାଳନ ପାଳନର ଆବଶୟକତା ଜରୁରୀ । ଉପର୍ଯୁକ୍ତ ଲାଳନ ପାଳନ ଅଭାବରୁ ପିଲାମାଲନ ପଥ ଭ୍ରଷ୍ଟ ଲହାଇର୍ଯାନ୍ତି । ପରବର୍ତ୍ଷୀ ସମୟଲର ସାମାଜିକ ଜୀବନର ଅଶାନ୍ତିର କାରଣ ଲହାଇ ପଡନ୍ତି । ଏହା ଦ୍ୱାରା ସମାଜଲର ଶାନ୍ତି ସୁଦୂର ପରାହତ ଲହାଇଥାଏ । ଜନମରୁ ଶିଶୁଟର ି ବୟକ୍ତିତ୍ଵ ସୁଗନ୍ଧ ର୍ଯୁକ୍ତ ଓ ସୁନ୍ଦର ପୁଷ୍ପ ଭାବଲର ପ୍ରସ୍ଫୁ ଟତ ି ଲହବାଲର ସମସ୍ତ ଉପାଦାନ ଭରିରହିଥାଏ । ପିତାମାତାଙ୍କର ଆଦଶଷ ଅନୁ ଶାସନ, ଲପ୍ରମପୂଣଷ ଭାବନା, ଲାଳନ ପାଳନର ଲକୌଶଳ ପିଲାଟିକୁ ଠିକ ମାଗଷଲର ଗଢି ଲତାଳିବାଲର ସହାୟକ ଲହାଇଥାଏ । ଏଥିପାଇଁ ସମିତ,ି ଭଜନ ମଣ୍ଡଳୀ କିମବା ଜିଲ୍ଲା ସ୍ତରଲର “ସ ଳ ଅଭିଭାବକତ୍ଵ ସମାଲବଶ” ବର୍ଷକୁ ଥଲର ଆଲୟାଜନ କରିବାର ଆବଶୟକତା ରହିଛ ି । ଏହି କାର୍ଯଷୟକ୍ରମଲର ବାଳବିକାଶ ପିଲାମାନଙ୍କର ପିତାମାତା, ବିବାହିତ ର୍ଯୁବକ/ର୍ଯୁବତୀ, ସଂଗଠନର ସକ୍ରିୟ କମଷୀ ମାଲନ ପ୍ରତିନଧି ି ଭାଲବ ଲର୍ଯାଗ ଲଦଇ ପାରିଲବ । ସମୟ ସାରଣୀ : ୨ ର୍ଘଣ୍ଟା • • • • • •

• •

ଓେଁ ର୍ାରମ, ସବଦ ଆବୃ ର୍ତ୍ି ଓ ଭଜ୍ନ -୫ ମିନଟ ି ସ୍ଵାଗତ ସମ୍ଭାର୍ଣ -୫ ମିନଟ ି ସକ୍ରିୟ/ସ ଳ ଅଭିଭାବକତ୍ଵ କ’ଣ -୧୦ ମିନଟ ି ଭଗବାନଙ୍କର ସଲନ୍ଦଶ (ସ ଳ ଅଭିଭାବକତ୍ଵ ସମ୍ପକଷଲର) -୨୫ ମିନଟ ି (ସାଂପ୍ରତିକ ପରିସ୍ତିତ ି କୁ ଲକ୍ଷୟ କରି ଆଲଲାଚନା କରାର୍ଯିବା ଦରକାର) ଏହା କିପରି ବୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଲକ୍ଷତ୍ରଲର ଶାନ୍ତି ଲ ରାଇ ଆଣି ପାରିବ -୨୫ ମିନଟ ି ପିତାମାତାଙ୍କର ଆଲବଗପୂଣଷ ସମସୟାର ଆଲଲାଚନା (ପିଲାମାନଙ୍କର ବୟବହାରଲର ଲଦଖାଲଦଇଥିବା ବୟତିକ୍ରମର କାରଣ ଏବଂ ସମାଧାନର ଉପାୟ) -୪୫ ମିନଟ ି ଧନୟବାଦ ଅପଷଣ -୦୨ ମିନଟ ି ଓଁ ଶାେି ଶାେି ଶାେି​ିଃ

x


ସକ୍ରିୟ ଏବଂ ସଫଳ ଅଭିଭାବର୍ତ୍ୱ ଶିବର ି ସର ସଯାଗସଦବା ପାଇେଁ ନିମନ୍ତ୍ରଣ ପତ୍ରର ନମୁନା ଓେଁ ଶ୍ରୀ ସାଇରାମ ଶ୍ରୀ ସତୟସାଇ ସସବା ସମିତ/ି ଭଜ୍ନ ମଣ୍ଡଳୀ...................... ମହାଶୟ/ମହଶୟା

ସଇରାମ । ଆଜିର ଶିଶୁ ଆଗାମୀ କାଲିର ଭବିର୍ୟତ । ଲତଣୁ ପିଲାମାନଙ୍କର ଭବିର୍ୟତ କିପରି ଉଜ୍ଵଳମୟ ଲହାଇପାରିବ, ତା’ର ଗୁରୁ ଦାୟି ତ୍ଵ ପିତାମାତାଙ୍କର । ଲତଣୁ, ଶିଶଟ ୁ ି ଜନମ ଲହବା ପଲର, ତା’ର ଉପର୍ଯୁକ୍ତ ଲାଳନ ପାଳନର ଆବଶୟକତା ଜରୁରୀ । ଉପର୍ଯୁକ୍ତ ଲାଳନ ପାଳନ ଅଭାବରୁ ପିଲାମାଲନ ପଥ ଭ୍ରଷ୍ଟ ଲହାଇର୍ଯାନ୍ତି । ଲସମାନଙ୍କର ବୟବହାରଲର ବିଭିନ୍ନ ପ୍ରକାର ବୟତିକ୍ରମ ପରିଲକ୍ଷିତ ଲହାଇଥାଏ । ସସହି ବିଷୟସର ଆସ ାଚନା ପାଇେଁ ଏର୍ ର୍ାଯକୟକ୍ରମ ଆସୋ ତା..............ଦିନ ........... ର୍ଘଟିର୍ା ସମୟସର..................ଠାସର ଆସୟାଜ୍ନ ର୍ରାଯାଉଅଛି । ଆଶା, ଆପଣ ଉକ୍ତ ଆଲଲାଚନାଚକ୍ରଲର ଲର୍ଯାଗଲଦଇ ପରିପୂଣଷ ସନ୍ତାନ ଲାଳନପାଳନର କଳା ଏବଂ ଲକୌଶଳର ଉପାୟ ମାନ ଜାଣି, ପରସ୍ପରକୁ ଲେହ ବନ୍ଧନର ଲଡାରୀଲର ବାନ୍ଧି, ପରିବାରକୁ ଲବୈକୁଣ୍ଠର ସ୍ଥାନଲର ସ୍ଥାନିତ କରିଲବ । ଆପଣମାନଙ୍କ ସହଲର୍ଯାଗ ଆଦଶଷ ପରିବାର ଗଠନ ପ୍ରକ୍ରିୟାଲର ସହାୟକ ଲହବ । ଇତି ଆବାହର୍

xi


ଉସଦଶୟ :

ପିତାମାତାଙ୍କ ନିମସେ ପାଠଚକ୍ର (Parents’ Study Circle)

• ଅଭିଭାବକ ମାନଙ୍କ ସହିତ ଏକ ବୟକ୍ତିଗତ ସମ୍ପକଷ ପ୍ରତିଷ୍ଠା କରିବା । • ପରିବାର ମଧ୍ୟଲର ଶିଶୁର ସବଷାଙ୍ଗୀନ ଉନ୍ନତି ପାଇଁ ଏକ ସୁସ୍ଥ ପରିଲବଶର ଗଠନ • ପାଠଚକ୍ର ମାଧ୍ୟମଲର ଅଭିଭାବକ ମାଲନ ସାଧନା ପଥଲର ସ୍ଵାଧ୍ୟାୟ ଓ ସତସଙ୍ଗ ମାଧ୍ୟମଲର ଅଗ୍ରଗତି କରିପାରିଲବ, ର୍ଯାହା ଳଲର ନିଜ ଜୀବନଲର ମୂଲୟଲବାଧର ଅଭୟାସ କରିବା ସହିତ ନିଜ ପରିବାରକୁ ଏକ ଆଦଶଷ ପରିବାରଲର ଗଠନ କରିବାଲର ସହାୟକ ଲହାଇପାରିବ ଏବଂ ନିଜର ଦାୟିତ୍ଵ ଓ ଭୂମିକାକୁ ଠିକ ଭାବଲର ରୂପାୟନ କରିପାରିଲବ ।

ଆସୟାଜ୍ନ ର୍ରିବାର ଉପାୟ :

• ନିର୍ଦ୍ଷ୍ଟ ି ସମୟ ବୟବଧାନଲର କରାର୍ଯିବା ଉଚିତ୍ । • ରାଜୟ ସଂଗଠନର ପରାମଶଷ ଅନୁ ସାଲର ବର୍ଷକୁ ୪ଥର (ପ୍ରତି ୩ମାସକୁ ଥଲର କରାର୍ଯିବା ଉଚିତ୍) । • ଏହା ବାଳବିକାଶ ଲକନ୍ଦ୍ର / ଭଜନମଣ୍ଡଳୀ / ସମିତ ି ସ୍ତରଲର କରାର୍ଯାଇ ପାରିବ । ଲର୍ଯଉଁ ସ୍ତରଲର କଲଲ ଅଭିଭାବକମାଲନ ବହୁ ସଂଖୟାଲର ଲର୍ଯାଗ ଲଦଲବ ଓ ଲସମାନଙ୍କର ଭଲ ସହଭାଗୀତା ରହିବ, ତାହାକୁ ଦୃ ଷ୍ଟିଲର ରଖି ଆଲୟାଜନ କରାର୍ଯିବା ଉଚିତ୍ । • ସାଧାରଣତଃ ଛୁ ଟ ି ଦିନଲର କରାର୍ଯିବା ଉଚିତ୍ । • ସନ୍ଧୟା ସମୟଲର କରାଗଲଲ ଲବଶୀ ସଂଖୟାଲର ଅଭିଭାବକ ମାଲନ ଲର୍ଯାଗ ଲଦଇପାରିଲବ । • ସାଂପ୍ରତିକ ପରିସ୍ଥତି ଲର Online ମାଧ୍ୟମଲର କରିବା, ର୍ଯାହା ଳଲର ଅଧିକ ସଂଖୟାଲର ଅଭିଭାବକ ମାଲନ ଲର୍ଯାଗଦାନ କରିଲବ । • ୭-୮ ଦିନ ଆଗରୁ କାର୍ଯଷୟକ୍ରମ ସମ୍ପକଷଲର ସମସ୍ତଙ୍କୁ ଜଣାଇ ଦିଆର୍ଯିବା ଦରକାର । • ଲର୍ଯଉଁ ଅଭିଭାବକ ମାଲନ ନିଜର ବକ୍ତବୟ ରଖିଲବ ଲସମାନଙ୍କୁ ବିର୍ୟବସ୍ତୁ ବିର୍ୟଲର ଅବଗତ କରାଇବା ଓ ଆବଶୟକ ସ୍ଥଲଳ ଲସମାନଙ୍କୁ ଅବଶୟକୀୟ ପାଠୟ ପୁସ୍ତକ ଲର୍ଯାଗାଇ ଲଦଇ ଲସମାନଙ୍କୁ ଆଲଲାଚନାଲର ଅଂଶ ଗ୍ରହଣ ପାଇଁ ଉତ୍ସାହିତ କରାର୍ଯାଇ ପାରିବ । (ପରବର୍ତ୍ଷୀ ପୃଷ୍ଠାଲର ଦିଆର୍ଯାଇଥିବା କାର୍ଯଷୟସୂଚୀ ଅନୁ ସାଲର ଆଲୟାଜନ କରାର୍ଯିବ)

xii


ପିତାମାତାଙ୍କ ନିମସେ ପାଠଚକ୍ର (Parents’ Study Circle) ସମୟ ସାରଣୀ : ୧.୩୦ ମିନଟ ି •

ଓେଁର୍ାରମ - ୩ଥର

-୧ ମିନଟ ି

• ଭଗବାନଙ୍କୁ ଆବାହନ ର୍ରି ୧ମିନଟ ି ପାଇେଁ ନୀରବ ପ୍ରାଥକନା

• ସବଦପାଠ, ଭଜ୍ନ

- ୮ମିନଟ ି (ଗୁରୁ ମାନଙ୍କ ଦ୍ଵାରା)

• ସ୍ଵାଗତ ସମ୍ଭାଷଣ

- ୫ ମିନଟ ି

• ବିଷୟବସ୍ତୁ ର ଉପସ୍ଥାପନା

- ୫ ମିନଟ ି

• ଅଭିଭାବର୍ ମାନଙ୍କ ବକ୍ତବୟ

- ୩୦ ମିନଟ ି

• ମୁଖୟ ବକ୍ତାଙ୍କ ବକ୍ତବୟ

- ୩୦ ମିନଟ ି

• ଅଭୟାସ ପାଇେଁ ମୂ ୟସବାଧ ଚୟନ – ୫ ମିନଟ ି • ଧନୟବାଦ ଅପକଣ

- ୫ ମିନଟ ି

• ଓଁ ଶାେି ଶାେି ଶାେି​ିଃ ଚଳିତ ବଷକ ସଯଉେଁ ଚାରଟି ବିଷୟ ପିତାମାତାଙ୍କ ପାଠ ଚକ୍ର ନିମସେ ସ୍ଥିରୀର୍ୃ ତ ସହାଇଛି ସସଗୁଡର୍ ି ସହ ା : 1. ଶିଶର ୁ ସବଷାଙ୍ଗୀନ ଅଭିବୃର୍ଦ୍ି ପାଇଁ ପରିବାରଲର ଆଧ୍ୟାତ୍ମିକ ପରିଲବଶର ଆବଶୟକତା । 2. ପିତୃତ୍ଵ ଏବଂ ମାତୃ ତ୍ଵ ଭଗବାନଙ୍କର ଏକ ଅନନୟ ଉପହାର । 3. ପିତାମାତା ଶିଶୁର ମାଲିକ ନୁ ହନ୍ତି, ତତ୍ତ୍ଵାବଧକ । 4. ଆଧୁନକ ି ପ୍ରର୍ଯୁକ୍ତିବଦ ି ୟା ଏକ ଆଶୀବଷାଦ ବା ଅଭିଶାପ ।

xiii


ପିତାମାତାଙ୍କ ନିମସେ ପାଠଚକ୍ର (Parents’ Study Circle) ଏହାର୍ୁ ତିନ ି ପ୍ରର୍ାରସର ର୍ରାଯାଇ ପାରିବ । 1. ଵିଷୟବସ୍ତୁ ଉପସର ସମସସ୍ତ ନିଜ୍ନିଜ୍ର ବକ୍ତବୟ ରଖିସବ । 2. ବିଷୟଟିର୍ୁ ସଛାଟ ସଛାଟ ଅଂଶସର ଭାଗର୍ରି ପ୍ରସତୟର୍ ସଗାଟିଏ ସଗାଟିଏ ବିଷୟସର ର୍ହିସବ । 3. ବିଷୟବସ୍ତୁ ର୍ୁ ଆଧାର ର୍ରି ସର୍ସତର୍ ପ୍ରଶନ ପ୍ରସ୍ତୁତ ର୍ରାଯିବ ଓ ପ୍ରସତୟର୍ ସଗାଟିଏ ସଗାଟିଏ ଉର୍ତ୍ରର୍ୁ ବାଖୟା ର୍ରିସବ। Study Circle ସର ସଯାଗ ସଦବା ପାଇେଁ ପିତାମାତା ମାନଙ୍କୁ WhatsApp ମାଧ୍ୟମସର, Phone Call ର୍ରି ର୍ିମବା Audio Message ମାଧ୍ୟମସର ଜ୍ଣାଯାଇ ପାରିବ ।

(ନିମନଲର ଲଗାଟିଏ ବିର୍ୟକୁ ଉଦାହରଣ ଭାବଲର ପରିଲବର୍ଣ କରାଗଲା ) ଶିଶୁର ସବକାଙ୍ଗୀନ ଉନ୍ନର୍ତ୍ି ପାଇେଁ ପରିବାରସର ଆଧ୍ୟାତ୍ମିର୍ ପରିସବଶର ଆବଶୟର୍ତା 1. ପରିବାର କହିଲଲ କଣ ବୁ ଝନ୍ତି? ଏବଂ ଏହା ଲକଉଁ ଲକଉଁ ମାନଙ୍କୁ ଲନଇ ଗଠିତ । 2. ଆଧ୍ୟାତ୍ମିକତା କହିଲଲ କଣ ବୁ ଝନ୍ତି? ଏହା ପରିବାର ପାଇଁ କାହିଁକି ଆବଶୟକ? 3. ଲକଉଁ ଲକଉଁ କାର୍ଯଷୟ ପରିବାରକୁ ଅଧ୍ୟାତ୍ମିକ ପରିଲବଶ ମଧ୍ୟଲର ସୁ –ସଂଗଠିତ କରି ରଲଖ ? 4. ଲକଉଁ କାର୍ଯଷୟକ୍ରମ ମାନ ପରିବାର ମଧ୍ୟଲର ଅଧ୍ୟାତ୍ମିକ ପରିଲବଶକୁ ନଷ୍ଟ କରିଥାଏ ? 5. ଶିଶୁର ସବଷାଙ୍ଗୀନ ଉନ୍ନର୍ତ୍ି କହିଲଲ କ’ଣ ବୁ ଝନ୍ତି ? 6. ଶିଶୁର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ପିତାମାତା ଭାବଲର ଆମର ଦାୟିତ୍ଵ କ’ଣ ଲହବା ଜରୁରୀ ? 7. ଶିଶୁ ମଧ୍ୟଲର ଲବୌର୍ଦ୍ିକ ଏବଂ ଭାବାତ୍ମାକ ବିକାଶ ପାଇଁ, ଆଲମ ଲକଉଁ ଲକଉଁ ଦିଗ ପ୍ରତି ଦୃ ଷ୍ଟି ଲଦବା ଉଚିତ୍ ? 8. ମୂଲୟଲବାଧର ଚୟନ ଏବଂ ଲଦୈନୟନ୍ଦିନ ଜୀବନଲର ଅଭୟାସ । (ଲକତକ ନୀତିଦନ ି ଆ ି ସମସୟା/ବୟବହାରକୁ ଲନଇ ଆଲଲାଚନା ମଧ୍ୟ କରାର୍ଯାଇପାଲର)

xiv


ପିତାମାତାଙ୍କ ନିମସେ ପାଠଚକ୍ର (Parents’ Study Circle) 1. ନିତଦ ି ନ ି ଆ ି କାମ ମଧ୍ୟଲର ଆଲମ ଅଲନକ କାମ କରୁ ର୍ଯାହା ପରିବାରଲର ଆଧ୍ୟାତ୍ମିକ ପରିଲବଶ ଗଠନଲର ସାହାର୍ଯୟ କଲର । ପ୍ରାଥଷନା - ଘଲର ସମଲସ୍ତ ପୂଜା କରନ୍ତି କି ? ପିଲାମାଲନ ଏହି କାର୍ଯଷୟଟିକୁ ନିୟମିତ ଭାବଲର କରନ୍ତୁ, ଲସଥି ନିମଲନ୍ତ ଆପଣ କ’ଣ କରନ୍ତି? 2. ସଦସୟମାଲନ ଲକଲତଲବଲଳ ଶୁଅନ୍ତି ଓ ଲକଲତଲବଲଳ ଉଠନ୍ତି ? ପିଲାମାନଙ୍କର ଲଶାଇବା ଓ ଉଠିବା ସମୟଲର କ’ଣ କରନ୍ତି ? ଲଶାଇବା ପୂବଷରୁ ଓ ଉଠିବା ପଲର ପ୍ରାଥଷନା କରନ୍ତି କି ? ପିଲାମାନଙ୍କର ଏହି ଅଭୟାସ, ଅନୟ ମାନଙ୍କୁ ପ୍ରଭାବିତ କରୁଛି କି ? 3. ଘରକାମ ସମଲସ୍ତ ମିଶକ ି ରି କରନ୍ତି ନା ଲକଵଳ ଗୃହକର୍ତ୍ଷ। ହିଁ କରନ୍ତି ? ପିଲାମାଲନ କିପରି ସାହାର୍ଯୟ କରନ୍ତି ? ତାଙ୍କୁ ସାମିଲ କରିବା ପାଇଁ କ’ଣ କରନ୍ତି? 4. ଖାଦୟ ଗ୍ରହଣଲବଲଳ ସମଲସ୍ତ ମିଶି ଘଲର ପ୍ରସ୍ତୁ ତ ଲହାଇଥିବା ଖାଦୟ ଖୁସଲି ର ଖାନ୍ତି କି ନାହିଁ ? ଏ ଦିଗଲର ପିଲାମାନଙ୍କର ମାଲନାଭାଵ କିପରି ? ଖାଦୟନଷ୍ଟ ପ୍ରତି ଆପଣ କିପରି ର୍ଯତ୍ନଶୀଳ ରୁହନ୍ତି ? 5. ଘଲର ବିଭିନ୍ନ ପବଷପବଷାଣୀ କିପରି ପାଳନ କରନ୍ତି ? (ଘରର ସବୁ ସଦସୟମାନଙ୍କ ସହଭାଗୀତା ପରିଲପ୍ରକ୍ଷୀଲର) 6. ଘରକୁ ଅତିଥି ଆସିଲଲ ପରିବାର ସଦସୟ ମାଲନ କିପରି ଗ୍ରହଣ କରନ୍ତି? ଏ ଦିଗଲର ପିଲାମାନଙ୍କର ପ୍ରତିକ୍ରିୟା କିପରି ରୁଲହ ? 7. ପରିବାର ସଦସୟ ମାଲନ ପାରିବାରିକ ସମୟ (Family Time) କିପରି ଅତିବାହିତ କରନ୍ତି ?

xv


ପିତାମାତା ମାନଙ୍କୁ ସମ୍ପୃ କ୍ତି ର୍ରାଇବା (Parents Involvement) ବାଳବିକାଶକୁ ଆସୁଥିବା ପିଲାମାନଙ୍କର ପିତାମାତା ମାଲନ 1ST May ରୁ 7TH May ପର୍ଯଷୟନ୍ତ ବିଭିନ୍ନ କାର୍ଯଷୟକ୍ରମଲର ଭାଗ ଲନଇଥାନ୍ତି । ଏତଦ ବୟତିତ ଲସମାନଙ୍କୁ ଅନୟାନୟ କାର୍ଯଷୟକ୍ରମ ମାନଙ୍କଲର ସମୃକ୍ତି କରାଇବା ପାଇଁ, ଲସମାନଙ୍କ ମଧ୍ୟଲର ଥିବା ବିଭିନ୍ନ ଦକ୍ଷତା ଅନୁ ସାଲର କାର୍ଯଷୟକ୍ରମଲର ସଂଶଲୀଷ୍ଠ କରାଇବା ଉଚିତ୍ । ର୍ଯଥା: ମୂଲୟଲବାଧ ସଙ୍ଗୀତ ଗାନ, ଚିତ୍ରାଙ୍କନ, ଲଝାଟି ଆଙ୍କି ବା, ପିଲାଙ୍କୁ ଗପକହିବା, ଇତୟାଦି । • ପିତାମାତାଙ୍କର WhatsApp Phone no ଲନଇ ଲଗାଟିଏ group କରି ଭଗବାନଙ୍କର ଲମଲସଜ, ଲଳାକ, ରବିବାର ଦିନ କ’ଣ ପଢାର୍ଯିବ, ପିଲାମାନଙ୍କର ବିଭିନ୍ନ କାର୍ଯଷୟକ୍ରମ ର୍ଯଥା: Competition, Success Story Sharing etc. ପ୍ରଦାନ କରିଲବ । • ଦରକାର ସମୟଲର audio-message ମାଧ୍ୟମଲର ଲସମାନଙ୍କ ସହିତ ସମ୍ପକଷ ସ୍ଥାପନ କରି ଚାହଁୁଥିବା କାର୍ଯଷୟ ପାଇଁ ଖବର ପ୍ରଦାନ କରି ଲସମାନଙ୍କର ସହଲର୍ଯାଗ ଲନଇପାରିଲବ । (ର୍ାଯକୟକ୍ରମ ଗୁଡର୍ ି ୁ ସୂଚାରୁ ରୂସପ ସମ୍ପାଦନ ର୍ରିବା ପାଇେଁ ନିମନ ି ଖିତ ବିଷୟ ପ୍ରତି ଦୃ ଷ୍ଟି ସଦବା ଦରର୍ାର) • Proper Planning (ଲର୍ଯାଜନା): ଲକଲବ ଓ କିପରି କରାର୍ଯିବ ତାହା ଆବାହକ ସଭୟ ଭାଇ ମାନଙ୍କୁ ଲନଇ ୧୦/୧୫ ଦିନ ପୂବଷରୁ ଲର୍ଯାଜନା କରାର୍ଯିବା ଦରକାର । • Duty Distribution (ଦାଇତ୍ଵ ବଣ୍ଟନ): ଦକ୍ଷତା ଅନୁ ସାଲର ଦାୟିତ୍ଵ ବଣ୍ଟନ କରି ଲସଗୁଡକ ି ଠିକ ଭାଲବ ସମ୍ପାଦିତ ଲହଉଛି କି ନାହିଁ ତାହା ଲଦଖିବା ଦରକାର । • Proper Invitation (ପିତାମାତାଙ୍କୁ ନିମନ୍ତ୍ରଣ): ନିମନ୍ତ୍ରଣ କରିବା ପାଇଁ ନମୁନା ଦିଆର୍ଯାଇଛି । ପିତାମାତା ମାନଙ୍କୁ ନିମତ୍ରଣ କରିବା ଦରକାର । • Proper Discipline/ Arrangement of the Function (ଉତ୍ସବକୁ ଠିକ ଶୃଙ୍ଖଳାର ସହିତ ଆଲୟାଜନ କରିବା): ଏହାକୁ ଆଲୟାଜନ କରିବା ସମୟଲର ଶୃଙ୍ଖଳା ଉପଲର ଗୁରୁତ୍ଵ ଲଦବା ଉଚିତ୍ କାରଣ ଏହାକୁ ବାହାଲର (public Place) ଏବଂ ଲର୍ଯଉଁମାଲନ ଲର୍ଯାଗଲଦଲବ ଲସମାଲନ ମଧ୍ୟ ସଂଗଠନର ବାହାରର ଲଲାକ । • Proper Reception of Guests (ଅତିଥି ମାନଙ୍କୁ ସାଦର ଅଭୟଥଷନା) • Proper Farewell: (ବିଦାୟ କାଳୀନ ଶୁଭ କାମନା): ସଭା ସରିଗଲା ପଲର ଲସମାନଙ୍କୁ ସମ୍ମାନର ସହିତ ବିଦାୟ ଲଦବା ।

ଜ୍ୟ ସାଇରାମ

xvi



Turn static files into dynamic content formats.

Create a flipbook
Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.