SAI SANNIDHYA

Page 1

ସାଇ ସାନ୍ନି ଧ୍ୟ

ବାଳବିକାଶ ପିଲାମାନଙ୍କ ଦ୍ଵାରା ଏକ ସୁନ୍ଦର ଉପହାର

ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା



ପର୍ବପର୍ବାଣୀର ଆନନ୍ଦ ପିଲାମାନେ ସର୍ବଦା ଉତ୍ସବପ୍ରିୟ। ବିଗତ ବର୍ଷ ମାନଙ୍କରେ ଶିକ୍ଷା ବିଭାଗ ବାଳବିକାଶ ପିଲାମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ତଥା ଜିଲ୍ଲାସ୍ତରୀୟ ଆନନ୍ଦ ମହୋତ୍ସବ ସହ, ଆରାଧନା ମହୋତ୍ସବ ଏବଂ ଈଶ୍ୱରାମ୍ମା ସପ୍ତାହ ଆଦି ଉତ୍ସବର ଆୟୋଜନ କରିଆସୁଥିଲା। କିନ୍ତୁ ଗତ ବର୍ଷଠାରୁ (୨୦୨୧) ପର୍ବପର୍ବାଣୀ ଓ ଉତ୍ସବ (Festival and Celebration) ଶାଖା ସୃଷ୍ଟି କରାଯାଇ, ସମଗ୍ର ରାଜ୍ୟର ବାଳବିକାଶ ପିଲାମାନଙ୍କୁ ସଂଗଠନ ଦ୍ଵାରା ପାଳିତ ହେଉଥିବା ସମଗ୍ର ପର୍ବପର୍ବାଣୀଗୁଡ଼ିକୁ ନିଜ ନିଜ ଘରେ ଏବଂ ବାଳବିକାଶ କେନ୍ଦ୍ର ମାନଙ୍କରେ ପାଳନ କରିବା ପାଇଁ ଉତ୍ସାହିତ କରାଗଲା। ଆନନ୍ଦର ବିଷୟ ଜିଲ୍ଲା ଶିକ୍ଷା ସଂଯୋଜକ/ ସଂଯୋଜିକା, ସମିତି ଶିକ୍ଷା ସଂଯୋଜକ/ ସଂଯୋଜିକା ଏବଂ ସମସ୍ତ ରାଜ୍ୟସ୍ତରୀୟ କର୍ମକର୍ତ୍ତା ମାନଙ୍କ ସହଯୋଗ କ୍ର ମେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ବାଳବିକାଶ ପିଲାମାନେ ଅତ୍ୟନ୍ତ ଆଗ୍ରହର ସହ ସମସ୍ତ ଉତ୍ସବ ଓ ପର୍ବପର୍ବାଣୀଗୁଡ଼ିକୁ ଆନନ୍ଦ ଓ ଉତ୍ସାହରସହ ପାଳନ କରିଥିଲେ। ସେମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରସବୁ , ଲିଖିତ ଗଳ୍ପ ଇତ୍ୟାଦି ଏବଂ ଏହି ଅବସରରେ ଉଠାଯାଇଥିବା ଫଟୋ ସବୁ କୁ ଆଜି ଭଗବାନ ବାବାଙ୍କ ଦିବ୍ୟ ପ୍ରେରଣାରେ "ସାଇ ସାନ୍ନି ଧ୍ୟ" ନାମକ ଏକ ଇ-ପୁସ୍ତକ (E-Book) ମାଧ୍ୟମରେ ସଂକଳିତ କରାଯାଇଛି। ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ଏହା ସରସ୍ବତୀ ପୂଜାର ଶୁଭ ଅବସରରେ କାର୍ଯ୍ୟକାରୀ ହେବ। ଭଗବାନ ବାବାଙ୍କର ଏହି କୃ ପାର ଉପହାରଟିକୁ ଆମେ ଆଜି ସରସ୍ଵତୀ ପୂଜାର ଶୁଭ ଅବସରରେ ବାଳବିକାଶ ପିଲାଙ୍କ ହସ୍ତରେ ଅର୍ପଣ କରୁ ଛୁ। (୦୫.୦୨.୨୦୨୨)

ରାଜ୍ୟ ଶିକ୍ଷା ବିଭାଗ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା

01


ଚିତ୍ରରେ ଚିତ୍ରରେ ଆରାଧନା

୦୧

କାହାଣୀରେ ପର୍ବପର୍ବାଣୀ

୦୮

ସ୍ମୃତିର ଗବାକ୍ଷ

୧୩

ବାଲେଶ୍ବର-୧ ଭୁ ବନେଶ୍ବର କଟକ ଢେଙ୍କାନାଳ ଜଗତସିଂହପୁର ଯାଜପୁର ପୁରୀ ସୁନ୍ଦରଗଡ ଭଦ୍ର କ-୨ ଭୁ ବନେଶ୍ବର ଯାଜପୁର କଟକ କୋରାପୁଟ ନୟାଗଡ଼ ସୁନ୍ଦରଗଡ ଭୁ ବନେଶ୍ବର କଟକ ଢେଙ୍କାନାଳ ପୁରୀ ସୁନ୍ଦରଗଡ


ଚିତ୍ରରେ ଚିତ୍ରରେ ଆରାଧନା


Balasore - 1

Bhubaneswar

02


Cuttack

03


Dhenkanal

Jagatsinghpur

04


Jajpur

Puri

05


Sundergarh

06


Bhadrak 2

07


କାହାଣୀରେ ପର୍ବପର୍ବାଣୀ


Bhubaneswar

09


Cuttack

10


Jajpur

Koraput

Nayagarh

11


Sundergarh

12


ସ୍ମୃତିର ଗବାକ୍ଷ


Bhubaneswar Topic: Guru Purnima by Swayam Das

14


Bhubaneswar Topic: Guru Purnima

15


Cuttack Topic: Sri Krishna Janmashtami

16


Cuttack Topic: Guru Purnima by Srishti Shriya Swain

17


Cuttack Topic: Guru Purnima Name: Swayam Shriya Majhi

18


Dhenkanal Topic: Sri Krishna Janmashtami Name: Sai Soham Nath

19


Puri Topic: Mo Swapna Ra Bharata Name: Bibhuti Nayak

20


Sundergarh Topic: Guru Purnima Name: Chinmay Chetan Hota

21


Sundergarh Topic: Sri Krishna Janmashtami Name: Sai Arpit Mohanty

22


Sundergarh Topic: Guru Purnima Name: Nityananda Sahoo

23



ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା


Turn static files into dynamic content formats.

Create a flipbook
Issuu converts static files into: digital portfolios, online yearbooks, online catalogs, digital photo albums and more. Sign up and create your flipbook.